Jump to content

ମେଘ ଡମ୍ୱର

ଉଇକିଅଭିଧାନ‌ରୁ

ମେଘ ଡମ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମେଘଡ଼ମ୍ୱର; ଆକାଶରେ ମେଘ ଘୋଟି ଯିବା —୧. Overclouded state of the sky; the lowering of the clods.
୨. ମେଘ ଗର୍ଜନ (ହିନ୍ଦୀ - ଶ) —୩. A big canopy.
୪. ଏକ ପ୍ରକାର ବଡ଼ ଛତା (ହିନ୍ଦୀ - ଶ) —୪. A kind of big umbrella.



ମେଘ ଡମ୍ୱର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କାଳ ମେଘୀ ଶାଢ଼ୀ —୧. A cloth of the colour of clouds.
୨. ନୀଳମ୍ୱରୀ ବା ନୀଳ ଶାଢ଼ୀ — ୨. Azure coloured cloth.
୩. ଏକ ପ୍ରକାର ଶୁକ୍ଳ ଓ ଲମ୍ୱା ଧାନ —୩. A kind of white and long paddy.

[ଦ୍ରଷ୍ଟବ୍ୟ —ଏହାର ଫଳ ଛଡ଼ା ମୂଳଠାରୁ ଗଛର ସମସ୍ତ ଅଂଶର ରଙ୍ଗ ବାଇଗଣୀ]