ମେଘ ଡ(ମ)(ରୁ)
ଦେଖଣା
ମେଘ ଡ(ମ)(ରୁ)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଘ ଡ(ମ)(ରୁ)
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାଳ ମେଘୀ ଶାଢ଼ୀ —୧. A cloth of the colour of clouds.
- ୨. ନୀଳମ୍ୱରୀ ବା ନୀଳ ଶାଢ଼ୀ — ୨. Azure coloured cloth.
- ୩. ଏକ ପ୍ରକାର ଶୁକ୍ଳ ଓ ଲମ୍ୱା ଧାନ —୩. A kind of white and long paddy.
[ଦ୍ରଷ୍ଟବ୍ୟ —ଏହାର ଫଳ ଛଡ଼ା ମୂଳଠାରୁ ଗଛର ସମସ୍ତ ଅଂଶର ରଙ୍ଗ ବାଇଗଣୀ]