ମେଘ ଦୂତ
ଦେଖଣା
ମେଘ ଦୂତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ; ଦୂତ ରୂପେ କଳ୍ପିତ ମେଘ)
[ସମ୍ପାଦନା]କାଳିଦାସଙ୍କ ରଚିତ ସଂସ୍କୃତ ଖଣ୍ଡବାକ୍ୟ ବିଶେଷ —Name of a Sanskrit poem by Kāḻi Dāsa (in which an exilid j̄aksha employs the cloud as his messenger to his beloved at home).
[ଦ୍ରଷ୍ଟବ୍ୟ —କୁବେରଙ୍କ ଉଦ୍ୟାନରକ୍ଷକ ଜଣେ ଯକ୍ଷ ଆପଣା ପ୍ରିୟତମଠାରୁ ୧ ବର୍ଷ କାଳ ବିଚ୍ଛେଦ ଭୋଗ କରିବା ପାଇଁ ଦଣ୍ଡାଜ୍ଞା ପ୍ରାପ୍ତ ହୋଇ ରାଗମିରି ପର୍ବତରେ ଥାଇ ତାହାର ବାସସ୍ଥାନ କୈଳାସରେ ବାସ କରୁଥିବା ବିରହିଣୀ ପ୍ରେୟସୀ ନିକଟକୁ ସ୍ୱାୟ ମନୋବେଦନାଜ୍ଞାପକ ସଂବାଦ ଦୂତ ରୂପେ ପରିକଳ୍ପିତ ମେଘଦ୍ୱାରା ପଠାଉଥିବା ବିଷୟକ ସଂସ୍କୃତ କାବ୍ୟର ନାମ]