Jump to content

ମେଘ ପୁଷ୍ପ

ଉଇକିଅଭିଧାନ‌ରୁ

ମେଘ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

(ମେଘ ପ୍ରସବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୃଷ୍ଟି ଜଳ — ୧. Rain water.
୨. ଜଳ —୨. water.
୩. ବିଷ୍ଣୁଙ୍କ ନନ୍ଦିଘୋଷ ରଥର ଏକ ଅଶ୍ୱ —୩. One of the ୪ horses of the Nandighosha car of Bishṇu.

[ଦ୍ରଷ୍ଟବ୍ୟ —ଅନ୍ୟ ୩ ଘୋଡ଼ାଙ୍କ ନାମ—ଶୈବ୍ୟ, ବଳାହକ, ସୁଗ୍ରୀବ ବା ବାଜିରଥ—ହିନ୍ଦୀ - ଶ]

(ଉ—[୨୩: ] ବରଷାକାଳ ତା କଳ୍ପେ ବଳାହକ, ମେଘ ପୁଷ୍ପେ ଶୋଭ ଘୋଷଚକ୍ର ବ୍ୟାପେ ପ୍ଲବଗ ତୋଷ—ଭଞ୍ଜ. ବୈଦେହୀଶବିଳାସ)

୪. ଇନ୍ଦ୍ରଙ୍କ ଅଶ୍ୱ (ହିନ୍ଦୀ - ଶ) —୪. The horse of Indra.