Jump to content

ମେଘ ମାଳା

ଉଇକିଅଭିଧାନ‌ରୁ

ମେଘ ମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ମେଘ ସମୂହ — ୧. Cluster or mass of clouds.
୨. ମଳା ମଳା ମେଘ —୨. Lowering clouds.
୩. ସ୍ପନ୍ଦାନୁଚରୀ ମାତୃକା ବିଶେଷ (ହିନ୍ଦୀ - ଶ) — ୩. Name of a Goddess.