Jump to content

ମେଜା

ଉଇକିଅଭିଧାନ‌ରୁ

ମେଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋଜା)

[ସମ୍ପାଦନା]

ଗୋଡ଼ଭଣ୍ଡାର ଅଧ ପର୍ଯ୍ୟନ୍ତ ବା ଅଣ୍ଠଯାକେ ପିନ୍ଧାଯିବା କନା ଖୋଳ; ଗୋଡ଼ୁମୁଣା — Stockings; socks.

[ଦ୍ରଷ୍ଟବ୍ୟ — ପୂରା ଓ ଅଧା ଭେଦରେ ମୋଜାକୁ ଫୁଲ୍ମୋଜା ଓ ହାଫ୍(ପ୍)ମୋଜା କହନ୍ତି ହାତରେ ପିନ୍ଧିବା ମୋଜାକୁ ହାତମୋଜା ବା ଦସ୍ତାନା କୁହାଯାଏ]