Jump to content

ମେଜେଷ୍ଟରି

ଉଇକିଅଭିଧାନ‌ରୁ

ମେଜେଷ୍ଟରି

ଉଚ୍ଚାରଣ

[ସମ୍ପାଦନା]

(କିଲଟରୀ—ବିପରୀତ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାଜିଷ୍ଟ୍ରେସି)

[ସମ୍ପାଦନା]
୧. ମାଜିଷ୍ଟ୍ରେଟଙ୍କ ପଦ —୧. Magistracy.
୨. କଚେରିର ଫଉଜଦାରି ବିଚାର ବିଭାଗ —୨. The criminal department of a Magistrate's court