Jump to content

ମେଞ୍ଚା ମେଞ୍ଚା

ଉଇକିଅଭିଧାନ‌ରୁ

ମେଞ୍ଚା ମେଞ୍ଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ପୁଳାପୁଳା; ବହୁଶଃ ପିଣ୍ଡୀକୃତ — ୧. Rolled or clustered into many balls or clots or lumps.
୨. ବହୁ ପରିମାଣରେ ବ୍ୟାପ୍ତ ହେବା ପ୍ରକାରେ —୨. Formed into spreading masses.
୩. ସାଲୁ ସାଲୁ; ଭେଜା ଭେଳା —୩. In swarms.

(ଯଥା—ତୋ ମୁଣ୍ଡରେ ଉକୁଣି ମେଞ୍ଚା ମେଞ୍ଚା ହେଉଛନ୍ତି)