ମେଞ୍ଚା ହେବା
ଦଳି ହୋଇ ପିଣ୍ଡୀକୃତ ହେବା —To be rolled or pressed into a ball.
(ଉ—ଦିନ ରାତି ବସି କରି ମୁଁ ମେଞ୍ଚା ହେଲିଣି)