ମେଟଦରିଆ
ଦେଖଣା
ମେଟଦରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଟଦରିଆ
|
(ଖୁଚୁରା—ବିପରୀତ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଏକାଥରକେ ବହୁ ପରିମାଣରେ ବ୍ୟବହୃତ —୧. Used in large quantities or on a large scale at a time.
- ୨. ପାଇକାରି; ଏକାଥରକେ ବହୁ ପରିମାଣରେ ବିକ୍ରି ହେଉଥିବା — ୨. Wholesale.
- ୩. ଏକାଥରେକେ ବହୁ ପରିମାଣରେ ପଣ୍ୟବିକ୍ରୟକାରୀ —୩. Selling wholesale.