ମେଡ଼ିବା
ଦେଖଣା
ମେଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଡ଼ିବା
|
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ପ୍ରା. ମେଡ଼୍ଡ ଧାତୁ)
[ସମ୍ପାଦନା]- ୧. ବାକ୍ୟ ବା ଅଙ୍ଗୀକାର ଲଙ୍ଘିବା —୧. To break one's word.
- ୨. ଆଦେଶ ବା ଅନୁରୋଧ ଲଙ୍ଘିବା —୨. To disobey one's order or request.
- ୩. ଲୋପ କରିବା —୩. To annihilate.
- ୪. ସମ୍ମାନ ନ କରିବା; ନ ମାନିବା —୪. To slight; to disregard.