ମେଢ଼ା
ଦେଖଣା
ମେଢ଼ା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୧. ଖୋବା —୧. Long pegs along which split bamboos are woven to form a fence; upright stakes between which bamboo strips are woven to form a fence.
[ଦ୍ରଷ୍ଟବ୍ୟ —ମେଢ଼ମାନଙ୍କୁ ଖଣ୍ଡଦୂର
ଛ଼ଡ଼ାରେ ଭୂଇଁରେ ପୋତି ଏଥିରେ ବାଡ଼ର ବତାମାନଙ୍କୁ ଛନ୍ଦି ବାଡ ତିଆରି କରନ୍ତି]
- ୨. କାଠର ଲମ୍ୱ ସରୁ ଖୁଣ୍ଟି, ଯାହାକି ଛାମୁଡ଼ିଆ ଉପରେ ଆଡ଼ଧାରଣା ପଡେ —୨. Long slender poles put across the roof of a Chhāmuṇḍiā.