Jump to content

ମେଢ଼ୀ ଖମ୍ୱ

ଉଇକିଅଭିଧାନ‌ରୁ

ମେଢ଼ୀ ଖମ୍ୱ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେଢ଼ୀଖୁଣ୍ଟ[ଣ୍ଟି]—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଧି+ସ୍ତମ୍ଭ)

[ସମ୍ପାଦନା]
୧. ମେଚି; ଖଳା ମଝିରେ ପୋତାଥିବା କାଠର ଖମ୍ୱ; ଯେଉଁ ଖୁଣ୍ଟର ଚାରିପାଖରେ ଦାଉଣିରେ ଯୋଚା ହୋଇଥିବା ବଳଦମାନେ ଘାଉଁରି ଖାଇ ବୁଲନ୍ତି —୧. A post or stake driven in the centre of a threshing floor round which the bullocks spin while treading the sheaves of corn.
୨. ବଡ଼ କାଠକୁ ବା ପଥରକୁ ଭୂମିରେ ସହଜରେ ଗଡ଼ାଇନେବା ପାଇଁ ତା ତଳେ ଦିଆଯିବା ପଥରର ବା କାଠର ଠେକ — ୨. Logs of wood or stone used as fulerum while rolling heavy timbers or stones.
୩. ଦଳର ପ୍ରଧାନ ବ୍ୟକ୍ତି; ଦଳପତି —୩. The head or central person amongst a group; headman.
୪. ନେତା —୪. leader.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପ୍ରଧାନ— (ବ୍ୟକ୍ତି) —୧. Chief.