Jump to content

ମେଣ୍ଟି

ଉଇକିଅଭିଧାନ‌ରୁ

ମେଣ୍ଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ; ପ୍ରା ମିଟ୍ ଧାତୁ; ତୁଳ ଇଂ ମାଟ୍ mat)—

୧. ଶିସା ଥିବା ଏକତ୍ରୀକୃତ ଧାନ କେଣ୍ଡାମାନଙ୍କର ବେଣିବନ୍ଧା ଗୁଚ୍ଛ —୧. Ears of paddy woven or braided into a bunch (for ornamental purposes)

[ଉ— ଫୁଲ୍ଲ ରଙ୍ଗ ଶତଦଳ ଶୋଭେ ଦକ୍ଷ କରେ ଦକ୍ଷେତରେ ଧାନ ମେଣ୍ଟି ରାଧାନାଥ ମହାଯାତ୍ରା]

୨. ଧୂଆଁପତ୍ରର କାଣ୍ଡମାନଙ୍କ ମଧ୍ୟରେ ଗୋଟିଏ ସୂତା ବା କିଆପଟ ଗଳାଇ କରାଯିବା ପତଳା ଗୋଚ୍ଛା —୨. A number of tobacco stems strung through an made into a mat; matted tabacco leaves.