Jump to content

ମେଣ୍ଟିବା

ଉଇକିଅଭିଧାନ‌ରୁ

ମେଣ୍ଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମିଟିବା (ଦେଖ) - —୧. Miṭibā (See)

[ଉ—ମେଣ୍ଟିବାର ନୁହଇ ମୋ ପ୍ରାଣ ଆଶା ନନ୍ଦିକିଶୋର ନିର୍ଝରିଣୀ]

୨. ମୀମାଂସିତ ହେବା — ୨. To be settled.
୩. ଦୂର ହେବା — ୩. To be off; to be removed.
୪. ଦୂର କରିବା — ୪. To remove; to drive away.

[ଉ—ଶାଶୁ ଶଶୁରଙ୍କର ଭୟକୁ ମେଣ୍ଟିଲା କୃଷ୍ଣସିଂହ. ମହାଭାରତ ସଭା]

୫. ଲଙ୍ଘିବା —୫. To disobey; to disregard.

[ଉ—ପକ୍ଷୀ ପକ୍ଷିଣୀ ଏକ ସଙ୍ଗେ ନୋହିବ, ନ କରିବୁ ତୁ ରମଣରେ; ଏହା ମେଣ୍ଟି ଯେବେ ରମଣ କରିବୁ, ଅବଶ୍ୟ ତୋର ମରଣରେ ବିଶ୍ୱନାଥ ବିଚିତ୍ର— ରାମାୟଣ]