Jump to content

ମେଣ୍ଡ

ଉଇକିଅଭିଧାନ‌ରୁ

ମେଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହସ୍ତିପକ; ମାହୁନ୍ତ —୧. The driver of an elephant.
୨. ମେଷ; ମେଣ୍ଡା —୨. Ram; sheep.



ମେଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମୂଢ଼)

[ସମ୍ପାଦନା]

ନିର୍ବୋଧ; ଓଲ୍ଲୁ — Foolish.

ବିଶେଷ୍ୟ -

[ସମ୍ପାଦନା]
୧. ତନ୍ତିଙ୍କର ବଂଶୋପାଧି —୧. A family-title of weavers.

[ଉ—ଅଲେଇ ମେଣ୍ଡ, ନିତି ବୁଣୁଥାଏ ତୋହରି ଖଣ୍ଡ—ଢଗ]

୨. (ସଂ, ମୁଣ୍ଡ) ପାଚିରୀର ମୁଣ୍ଡ ଉପରେ ଦିଆଯିବା ଚଉଡ଼ା ସ୍ତର — ୨. The top layers put or a parapet or wall.
୩. (ସଂସ୍କୃତ - ମେଳ) ସଂଘର୍ଷଣ; ଭେଟ; ସମ୍ମୁଖ ମିଳନ —୩. Collision; meeting; encounter.

[ଉ—ଦୁଇ ବଳଙ୍କର ମେଣ୍ଢ ପଡ଼ିଲା, ଅତି ପ୍ରବଳ ଲଢ଼ାଇ ହୋଇଲା—ବଜ୍ରନାଥ ସମର— ତରଙ୍ଗ]