ମେଣ୍ଡରା
(ମେଣ୍ଟ୍ରା[ଣ୍ଢ୍ରା]—ଅନ୍ୟରୂପ)
ଲାହିଆ; ଶଗଡ଼ଚକର ନାଭିକେନ୍ଦ୍ର ବା ଛିଦ୍ରରେ ଲାଗିଥିବା ଲୁହାର ବଳୟ —Iron ring put round the hole in the nave of a wheel.
[ଦ୍ରଷ୍ଟବ୍ୟ —ଏହି ମେଣ୍ଡରା ଯୋଗୁଁ ଶଗଡ଼ ଚକର ମଧ୍ୟସ୍ଥଳରେ ଥିବା ଛିଦ୍ରକୁ ଅଖ କ୍ଷୟ କରିପାରେ ନାହିଁ]