ମେଣ୍ଢାକୁଡ଼ିଆ ପୋଡ଼ି
ଦେଖଣା
ମେଣ୍ଢାକୁଡ଼ିଆ ପୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଣ୍ଢାକୁଡ଼ିଆ ପୋଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୋଳପୂର୍ଣ୍ଣିମା ପୂର୍ବରାତିରେ ଗ୍ରାମ ପ୍ରାନ୍ତରେ ଛଣଗୁଡ଼ିଏ ଗଦା କରି ତହିଁରେ ନିଆଁ ଲଗାଇବା ଉତ୍ସବ —A bon-fire made by setting fire to straw heaped up at the end of village, on the night before Doḻa purṇṇimā.
[ଦ୍ରଷ୍ଟବ୍ୟ —ବସନ୍ତଉତ୍ସବର ଉପଲକ୍ଷରେ ମେଣ୍ଢାମାଂସକୁ ପୋଡ଼ିଖାଇବା ବ୍ୟବସ୍ଥା ପ୍ରାଚୀନକାଳରେ ଭାରତବର୍ଷ ତମାମ୍ ଥିବା ଲୋକପ୍ରବାଦରୁ ଜଣାଯାଏ]