Jump to content

ମେଣ୍ଢାବାଳ

ଉଇକିଅଭିଧାନ‌ରୁ

ମେଣ୍ଢାବାଳ

ଉଚ୍ଚାରଣ

[ସମ୍ପାଦନା]

(ମେଣ୍ଢାରୁମ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମେଷଲୋମ —The wool or down of sheep.

[ଦ୍ରଷ୍ଟବ୍ୟ —ମେଣ୍ଢାବାଳ ଜଡ଼ାତେଲ ଦୁଇଜଣଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି ଦେଖାଗଲେ, ଲୋକେ ଏହି ଉପମା ଦେଇ ଥାଆନ୍ତି— ସେ ଦୁହେଁ 'ଜଡ଼ାତେଲ ମେଣ୍ଢାବାଳ' ହୋଇଅଛନ୍ତି ଫଳତଃ ମେଣ୍ଢାବାଳ ସଙ୍ଗେ ଜଡ଼ାତେଲ ମିଶାଇଦେଲେ ତାହା ଖୁବ୍ ଅଠାଳିଆ ହୋଇ ଜଡ଼ିଯିବାର ଦେଖାଯାଏ]