ମେଣ୍ଢାମୁଣ୍ଡିଆ
ଦେଖଣା
ମେଣ୍ଢାମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ମେଣ୍ଢାର ମୁଣ୍ଡପରି ଆକୃତିବିଶିଷ୍ଟ — Shaped like the head of a sheep.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶଗଡ଼ର ଯୁଆଳି ତଳେ ମଝିରେ ଥିବା ଦୁଇଖଣ୍ଡି ଖିଲ, ଯାହାକି ଝୁରାମୁଣ୍ଡିକୁ ଯୁଆଳି ସଙ୍ଗେ ଅଟକାଇ ରଖେ —୧. Two pegs driven to the yoke, below its middle by which the tapering heads of the arms of a cart are kept attached to the yoke.
- ୨. ଚଉକାଠର ଉପର ପାଖେ କଣରେ ମରିଥିବା ଛୋଟ କାଠ ଯହିଁର ଛିଦ୍ରରେ କବାଟର ଦଶି ଗଳାଯାଇଥାଏ —୨. A piece of wood attached to the upper corner of a door-frame, through the hole of which the protruding corner of a door is inserted in order to make the door move to and fro.
[[]] ୩ ବେଠିଆ ]] ୨ (ଦେଖ) - ୩. Beṭhiā ୨ (see)