ମେଣ୍ଢା କୁରିଆ
ଦେଖଣା
ମେଣ୍ଢା କୁରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଣ୍ଢା କୁରିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଢ଼୍ର+କୁଟୀର)
[ସମ୍ପାଦନା]ମେଷଶାଳା; ମେଷ ରହିବାର କ୍ଷୁଦ୍ରଗୃହ —Hut fo herding sheep.
[ଦ୍ରଷ୍ଟବ୍ୟ —ହାତିଶାଳ ଭାଙ୍ଗି ଗଲେ କି ମେଣ୍ଡାକୁଡ଼ିଆକୁ ଯୋଗ୍ୟ ନିହେଁ?— ପ୍ରବଚନ ହାତୀ ନିମନ୍ତେ ଖୁବ୍ ବଡ଼ ଘର ଦରକାର, କିନ୍ତୁ ମେଣ୍ଢା ରହିବାପାଇଁ ଅତି କ୍ଷୁଦ୍ର ଗୃହ ଯଥେଷ୍ଟ ହୁଏ ହାତୀଶାଳ ଭାଙ୍ଗିଗଲେ ତାହା ମଧ୍ୟରେ ହାତୀ ସିନା ରହି ପାରିବ ନାହିଁ କିନ୍ତୁ ଉକ୍ତ ଭଙ୍ଗା ହାତିଶାଳରେ ମେଣ୍ଢାମାନେ ଅନାୟାସରେ ରହି ପାରିବେ ବଡ଼ଲୋକ ଦରିଦ୍ର ହୋଇଗଲେ ମଧ୍ୟ ସେ ଦରିଦ୍ର ବ୍ୟକ୍ତିର ଅଭାବ ପୂରଣ କରିବାକୁ ଅସମର୍ଥ ହୁଏ ନାହିଁ ଏହି ଅର୍ଥରେ ଏ ପ୍ରବଚନ ବ୍ୟବହୃତ ହୁଏ]