ମେଣ୍ଢା ମୁଣ୍ଡିଆ ବାତ
ଦେଖଣା
ମେଣ୍ଢା ମୁଣ୍ଡିଆ ବାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଣ୍ଢା ମୁଣ୍ଡିଆ ବାତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଆମବାତ (ଏହା ହାତର କହୁଣୀକୁ ଏବଂ ଗୋଡ଼ର ଆଣ୍ଠୁକୁ ଆକ୍ରମଣ କରି ଉକ୍ତ ଗଣ୍ଠିମାନଙ୍କୁ ମେଣ୍ଢା— ମୁଣ୍ଡ ପରି ସ୍ଫୀତ ଓ ଅଚଳ କରି ପକାଏ — Arthrites; a kind of acute rheumatism affecting the knee joints and the elbow joints.