Jump to content

ମେଣ୍ଢା ଶିଙ୍ଘିଆ

ଉଇକିଅଭିଧାନ‌ରୁ

ମେଣ୍ଢା ଶିଙ୍ଘିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମେଣ୍ଢା ଶିଂଘା (ହା), ମେଣ୍ଢା ଶିଙ୍ଘା (ଙ୍ଗା)ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଢ୍ର+ଶୃଙ୍ଗ)

[ସମ୍ପାଦନା]
୧. ଏକପ୍ରକାର ଲଟାଳିଆ ବୃକ୍ଷ —୧. A tree with fragrant leaves; Ascelepias Geminate; Gymnema Sylvestre.

[ଦ୍ରଷ୍ଟବ୍ୟ —ଏହି ଗଛର ପତ୍ର ସୁଗନ୍ଧ ଯୁକ୍ତ ଏହାର ମୂଳ ଔଷଧରେ ଲାଗେ ଏହାର ଅନ୍ୟ ସଂସ୍କୃତ ନାମ ମେଷକ ଓ ମେଷ ଶୃଙ୍ଗୀ ଏହାର ଚେରଦ୍ୱାରା ସର୍ପ ବିଷ ଦୂର ହୁଏ ଏହାର ପତ୍ର ଚୋବାଇଲେ ଜିଭ ଝିମିଝିମି ହୁଏ ଏହା ବାତବର୍ଦ୍ଧକ, ଶ୍ୱାସ ଓ କାଶ ବର୍ଦ୍ଧକ ଏ ପତ୍ର ବ୍ରଣ ଓ ଆଖିର ଦରଜ ଦୂର କରେ ଏଥିର ଫଳ କାସ, କୃମି, ବ୍ରଣ, ବିଷ ଓ କୁଷ୍ଠ ଦୂର କରେ ଏ ଗଛ ମଧ୍ୟପ୍ରଦେଶ ଓ ଦାକ୍ଷିଣାତ୍ୟର ଜଙ୍ଗଲେର ଜନ୍ମେ ହିନ୍ଦୀ - ଶ.]

୨. ଶଗଡ଼ର ଜୂଆଳିର ମଝିରେ ପୋତା ଯାଇଥିବା ଖିଲ (ଯେଉଁ ଖିଲରେ ବଳଦଙ୍କ ବେକର ପଘା ବାକୁଲିରେ ଗୁଡ଼ିଆ ହେବା ପରେ ଅଟକାଇ ରଖାଯାଏ — ୨. A wooden pin inserted over the middle of the yoke of a cart, round which the halter-strings of both the bullocks arre twined after the bullocks are yoked.
୩. ମେଣ୍ଢାଶିଙ୍ଘ ପରି ଆକୃତିର ବଣିଆଙ୍କର ହତିଆର ବିଶେଷ —୩. An instrument of the glodsmiths resembling sheep's horn in shape.
୪. ମେଣ୍ଢା ଶିଙ୍ଗା ମହୁରା (ଦେଖ) - ୪. Meṇḍā ṡiṅghā mahurā (See)