Jump to content

ମେଣ୍ଢେଇବା

ଉଇକିଅଭିଧାନ‌ରୁ

ମେଣ୍ଢେଇବା

ଉଚ୍ଚାରଣ

[ସମ୍ପାଦନା]

(ମେଣ୍ଢିଆଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମେଣ୍ଡାକୁ ନେଇ ହାଣମୂହଁରେ ଭରତି କରି ଦେଲାପରି କୌଣସି ବ୍ୟକ୍ତିକୁ ନେଇ କୌଣସି କାର୍ଯ୍ୟକ୍ଷେତ୍ରରେ ବା ବିପଜ୍ଜନକ ସ୍ଥାନରେ ହଠାତ୍ ଠିଆ କରାଇ ଦେବା —୧. To present a person or to push a person to a post of danger.
୨. ଦୁଇଟି ମେଣ୍ଢାଙ୍କୁ ଲଢ଼ାଇ କରିବା ପାଇଁ ପରସ୍ପରର ସମ୍ମୁଖରେ ଜୁଟାଇ ଦେବା —୨. To confront two rams with a view to make them fight.
୩. ଦୁଇଜଣଙ୍କୁ ଭେଟାଇବା — ୩. To cause two persons to meet.

ପ୍ରାଦେଶିକ -

[ସମ୍ପାଦନା]
୧. (ବାମଣ୍ଡା) ପାଖରେ ପହଞ୍ଚାଇ ଦେବା —୧. To reach a thing at a place.
୨. (ବାମଣ୍ଡା) ଅନ୍ୟର ଅନିଚ୍ଛାସତ୍ୱେ ଜୋର୍ ଜବରଦସ୍ତି କରି ତାହାର ମୁଣ୍ଡରେ କୌଣସି କାର୍ଯ୍ୟ ଚପାଇ ଦେବା —୨. To force a work upon anotherr against one's wish.



ମେଣ୍ଢେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମେଢ଼େଇବା (ଦେଖ) - ୧. Meṟḍ̠ẖeibā (See)
୨. ଦଳେ ଲୋକଙ୍କୁ ନେଇ ଏକ ସ୍ଥାନରେ ଜୁଟାଇ ଦେବା —୨. To drive a crowd into a place.
୩. ତିଆଳି ଧାନ ବୁଣିବା ପରେ ଜମିକୁ ଦୋଅଡ଼ ଧରିବା ୩. To till a field for the second time after sowing paddy.
୪. ମେଣ୍ଢାଇବା (ଦେଖ) - — ୪. Meṇḍhāibā (See)