ମେଣ୍ଢେଇ ପଶିବା
ଦେଖଣା
ମେଣ୍ଢେଇ ପଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଣ୍ଢେଇ ପଶିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବଳପୂର୍ବକ ପଶିବା —୧. To force one'self into a place.
- ୨. ବିନା ନିମନ୍ତ୍ରଣରେ ବା ବିନା ଆଦରରେ କୌଣସି ସ୍ଥାନରେ ପହଞ୍ଚିବା —୨. To go to intrude on a place uninvited.