ମେଥି ଚୂନା
ଦେଖଣା
ମେଥି ଚୂନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଥି ଚୂନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଥୀଚୂର୍ଣ୍ଣ)
[ସମ୍ପାଦନା]ମେଥିର ଗୁଣ୍ଢା —Powder of fenugreek.
[ଦ୍ରଷ୍ଟବ୍ୟ —ଭଜା ମେଥି ଚୂନାକୁ ସ୍ତ୍ରୀ ଲୋକମାନେ କେଶ ଉପରେ ବିଞ୍ଚନ୍ତି]
ମେଥି ଚୂନା
|
ମେଥିର ଗୁଣ୍ଢା —Powder of fenugreek.
[ଦ୍ରଷ୍ଟବ୍ୟ —ଭଜା ମେଥି ଚୂନାକୁ ସ୍ତ୍ରୀ ଲୋକମାନେ କେଶ ଉପରେ ବିଞ୍ଚନ୍ତି]