Jump to content

ମେଦସ୍ୱୀ

ଉଇକିଅଭିଧାନ‌ରୁ

ମେଦସ୍ୱୀ

ଉଚ୍ଚାରଣ

[ସମ୍ପାଦନା]
(ମେଦସ୍ୱିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମେଦସ୍+ଅଛି ଅର୍ଥରେ ବିନ୍; ୧ମା. ୧ବ)

[ସମ୍ପାଦନା]
୧. ଦୃଢ଼; ବଳିଷ୍ଠ —୧. Robust; strong.
୨. ମୋଟା; ସ୍ଥୂଳକାୟ; ପୃଥୁଳ —୨. Fat; corpulent.