ମେଦିନୀ
ପୃଥିବୀ —The earth.
[ଦ୍ରଷ୍ଟବ୍ୟ —ବିଷ୍ଣୁଙ୍କ ହସ୍ତରେ ନିହତ ମଧୁ ଓ କୈଟଭ ନାମକ ଦୈତ୍ୟଦ୍ୱୟଙ୍କ 'ମେଦ'ରେ ପରିପୁଷ୍ଟାଙ୍ଗ ହୋଇଥିବାରୁ ପୃଥିବୀର 'ମେଦିନୀ' ନାମ ହୋଇଅଛି]