Jump to content

ମେଦିବା

ଉଇକିଅଭିଧାନ‌ରୁ

ମେଦିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଦ୍ ଧାତୁ)

[ସମ୍ପାଦନା]
୧. ମର୍ଦିବା; ଚକଟିବା — To knead.
୨. ଏକତ୍ର କରିବା —୨. To collect together.

[ଉ—କୋଟିଏ କଳ୍ପେ କାଢ଼ି ସର୍ବ ମେଦି, କାମକୁନ୍ଦରେ ହୁନ୍ଦିଥିବ ବିଧି ପ୍ରାଚୀ ରହସ୍ୟମଞ୍ଜରୀ]