Jump to content

ମେଦୁର

ଉଇକିଅଭିଧାନ‌ରୁ

ମେଦୁର

ଉଚ୍ଚାରଣ

[ସମ୍ପାଦନା]
(ମେଦୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର)

[ସମ୍ପାଦନା]
୧. ସ୍ନିଗ୍ଧ; ତେଲିଆ —୧. Oily; unctuous.
୨. ମସୃଣ; ଚିକ୍କଣ —୨. Smooth.
୩. କୋମଳ; ମୃଦୁ —୩. Soft; mild; gentle.
୪. ଉଦ୍ଭଟ; ଉତ୍ତମ —୪. Excellent.
୫. ପୂର୍ଣ୍ଣ —୫. Full.