ମେଦୁରା
କକ୍କୋଳି ନାମକ ଓଷଧି କନ୍ଦ; କ୍ଷୀର କାଙ୍କୁଲା —Name of a medicinal root.
[ଦ୍ରଷ୍ଟବ୍ୟ —ଏହା ନେପାଳଁ ଆଦି ଦେଶରେ ଜାତ ହୁଏ]
ମେଦୁରର ସ୍ତ୍ରୀଲିଙ୍ଗ —Feminine of Medura.