ମେଦୋଜ
ଦେଖଣା
ମେଦୋଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମେଦ, ମେଦଃ+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ମେଦରୁ ବା ମଜ୍ଜାରୁ ଜାତ —Produced from fat or marrow.
ବିଶେଷ୍ୟ -
[ସମ୍ପାଦନା]- ୧. ଅସ୍ଥି —୧. Bone
- ୨. ଭୂମିଜ ଗୁଗ୍ଗୁଳ —୨. A sort of bdellium.
ମେଦୋଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମେଦସ୍+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ)
[ସମ୍ପାଦନା]ଅସ୍ଥି; ହାଡ଼ (ହିନ୍ଦୀ - ଶ.) —Bone.