ମେଦ ବସେଇବା
ଦେଖଣା
ମେଦ ବସେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଳ ମରେଇ ପ୍ରସ୍ତୁତ କରିବା — ୧. To establish or raise a rick for storing paddy.
- ୨. ପୃଷ୍ଟିକର ଗୋ—ଖାଦ୍ୟ ବା ଔଷଧ ପ୍ରସ୍ତୁତ କରିବା —୨. To prepare a special cattle-food or medicine according to a prescribed process.
- ୩. ଥରେ ଗଦାଏ ବିଷ୍ଠା ତ୍ୟାଗ କରିବା —୩. To pass stools in a heap.