Jump to content

ମେଧାତିଥି

ଉଇକିଅଭିଧାନ‌ରୁ

ମେଧାତିଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମେଧାବୀ ବ୍ୟକ୍ତି —୧. Intelligent person.
୨. ମନୁସଂହିତାର ଟୀକାକାର ମୁନି ବିଶେଷ —୨. Name of a sage, the annotator of the Manu Saṁhitā.

[ଦ୍ରଷ୍ଟବ୍ୟ —ଏହି ନାମର ଅନେକ ଲୋକଥିଲେ କାଣ୍ୱ ବଂଶୀୟ ଏକ ଋଷି ଋଗେଦର ପ୍ରଥମ ମଣ୍ଡଳର ୧୮:ଟି ସୂକ୍ତର ଦ୍ରଷ୍ଟା ଥିଲେ ମହାଭାରତୋକ୍ତ କଣ୍ୱ ମୁନିଙ୍କ ପିତାଙ୍କର ଏହି ନାମ ଥିଲା ମନୁସଂହିତାର ଟୀକାକାର ଓ ଭଟ୍ଟବୀରସ୍ୱାମୀଙ୍କ ପୁତ୍ରଙ୍କ ନାମ ମେଧାତିଥି ଥିଲା ଭାଗବତୋକ୍ତ ପ୍ରିୟବ୍ରତ

ରାଜାଙ୍କ ପୁତ୍ର ଶାକଦ୍ୱୀପର ଅଧିପତିଙ୍କର ଏବଂ କର୍ଦ୍ଦମ ପ୍ରଜାପତିଙ୍କର ଏକପୁତ୍ରଙ୍କ ନାମ ମେଧାତିଥି ଥିଲା—ହିନ୍ଦୀ - ଶ)