ମେଧାବୀ
ଦେଖଣା
ମେଧାବୀ
ଉଚ୍ଚାରଣ
[ସମ୍ପାଦନା](ମେଧାବିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ମେଧା+ଅଛି ଅର୍ଥରେ. ବିନ୍)
[ସମ୍ପାଦନା]- ୧. ବୁଦ୍ଧିମାନ୍ — ୧. Intelligent; apt.
- ୨. ପଣ୍ଡିତ — ୨. Learned.
- ୩. ପ୍ରଖର ସ୍ମରଣ ଶକ୍ତି— ବିଶିଷ୍ଟ —୩. Having a sharp memory.
ବିଶେଷ୍ୟ -
[ସମ୍ପାଦନା]- ୧. ଶୁକ ପକ୍ଷୀ —୧. A parrot.
- ୨. ମଦିରା — ୨. Wine.
- ୩. କଶ୍ୟପଙ୍କର ଏକ ପୁତ୍ର (ହିନ୍ଦୀ - ଶ) — ୩. Name of a son of a Kaṡyapa.
- ୪. ଚ୍ୟବନଙ୍କର ଏକ ପୁତ୍ର (ହିନ୍ଦୀ - ଶ) —୪. Name of a son of Chyabana.