ମେନକା
ଦେଖଣା
ମେନକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ମେ=ମୋର+ନ=ନୁହେଁ+କା=କେହି ସ୍ତ୍ରୀ; କୌଣସି ସ୍ତ୍ରୀ ମୋପରି ସୁନ୍ଦରୀ ନୁହେଁ)
[ସମ୍ପାଦନା]- ୧. ନଗରାଜ ହିମାଳୟଙ୍କ ପତ୍ନୀ; ଉମାଙ୍କ ମାତା —୧. The name of the wife of Himālaya, the king of mountains.
- ୨. ଅଥ୍ସରୋଗବିଶେଷ; ଶକୁନ୍ତଳାଙ୍କ ମାତା —୨. One of the heacvenly nymphs, the mother of Ṡakuntaḻā.
[ଦ୍ରଷ୍ଟବ୍ୟ —ଏ ଇନ୍ଦ୍ରଙ୍କ ଆଦେଶରେ ବିଶ୍ୱାମିତ୍ରଙ୍କ ତପୋଭଙ୍ଗ କରିବାକୁ ଯାଇଥିଲେ ଓ ବିଶ୍ୱାମିତ୍ରଙ୍କ ଔରସରେ ଏହାଙ୍କ ଗର୍ଭରୁ ଶକୁନ୍ତଳା ଜନ୍ମ— ଥିଲେ]