Jump to content

ମେନ୍ଥଡ଼

ଉଇକିଅଭିଧାନ‌ରୁ

ମେନ୍ଥଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମେନ୍ଥ[ନ୍ଥେ]ଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ମନ୍ଥରା)

[ସମ୍ପାଦନା]
୧. ଯେ କଳିଲଗାଏ — ୧. Fomenting quarrel.
୨. କଳିହୁଡ଼ା — ୨. Quarrelsome.
୩. ମନ୍ଦ ପରାମର୍ଶ ଦାତା —୩. Giving bad advice.