ମେନ୍ଧିକା
ଦେଖଣା
ମେନ୍ଧିକା
ଉଚ୍ଚାରଣ
[ସମ୍ପାଦନା](ମେନ୍ଧୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମୋ=ଲକ୍ଷ୍ମୀ; ଶୋଭା+ଇନ୍ଧ ଧାତୁ=ଦୀପ୍ତି ପାଇବା +କରଣ. ଅକ=ଆ)
[ସମ୍ପାଦନା]ମଞ୍ଜୁଆତି; ମଞ୍ଜିଷ୍ଠା — A plant or shrub from the leaves of which a red dye is prepared for staining the palm, mails and beard; the private; the Indian madder; Rubia Cordifolia.