ମେବଛ
ଦେଖଣା
ମେବଛ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - (ପ୍ରାଚୀନ) ବିଶେଷ୍ୟ -
[ସମ୍ପାଦନା]ବୃହତ୍ ସଂଖ୍ୟା ବିଶେଷ; ଅର୍ବୁଦ ସଂଖ୍ୟା —A big number.
[ଦ୍ରଷ୍ଟବ୍ୟ —ସଂସ୍କୃତରେ 'ମେବଛ' ଶବ୍ଦ କୌଣସି ଉଚ୍ଚ ସଂଖ୍ୟା ପ୍ରତି ବ୍ୟବହାର୍ଯ୍ୟ ହେବା ଦେଖାଯାଏ ନାହିଁ କିନ୍ତୁ ଗୋଟିଏ ସଂସ୍କୃତ ଶ୍ଲୋକରେ ସଂଖ୍ୟାମାନ ନାମ କରାଯାଇ ଅଛି—'ଏକଂ ଦଶଂ ଶତଞ୍ଚୈବ ସହସ୍ର ମୟୁତଂ କଥା, ଲକ୍ଷଂ ଚ ନିୟୁତଂଚୈବ କୋଟି ରର୍ବୁଦ ମେବଚ' ଏହି ଶ୍ଲୋକରେ 'ମେବଚ' ଶବ୍ଦକୁ କୌଣସି ସଂସ୍କୃତାଜ୍ଞ ଲେଖକ 'ମେବଛ' କରି ଊର୍ଦ୍ଦ୍ୱସଂଖ୍ୟା ବିଶେଷକୁ ଲକ୍ଷ୍ୟ କରିଥିବା ଅନୁମତି ହୁଏ]