Jump to content

ମେମନ୍

ଉଇକିଅଭିଧାନ‌ରୁ

ମେମନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୋମିନ୍=ଧର୍ମନିଷ୍ଠ ମୁସଲମାନ୍)

[ସମ୍ପାଦନା]

ମଇମନ୍; ଭାରତର ବମ୍ୱେ ଉପକୂଳବାସୀ ମୁସଲମାନ୍ ଜାତି ବିଶେଷ —The Kutchhee Memmons a sect of Mahomedans of Western India.