Jump to content

ମେମ୍

ଉଇକିଅଭିଧାନ‌ରୁ

ମେମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ -

(ଇଂରାଜୀ - ମାଡାମ) — Madam—

ର ଇଂରାଜି ସାଙ୍କିତିକ ମାଆମ୍ —maam)

୧. ସାହେବାଣୀ; ଇଉରାପୀୟା ସମ୍ଭ୍ରାନ୍ତ ମହିଳା; ବିବି — ୧. A Euoropean lady.
୨. ଆଧୁନିକ ସଭ୍ୟତାମଣ୍ଡିତା ବାରତୀୟା ସ୍ତ୍ରୀ — ୨. An Indian lady who has imbibed western dress.
୩. ତାସ୍ ଖେଳର ୧୨: ସଂଖ୍ୟକ ମେମ୍ ଚିତ୍ର ଯୁକ୍ତ ତାସ —୩. The queen card in card play.