Jump to content

ମେରଦା

ଉଇକିଅଭିଧାନ‌ରୁ

ମେରଦା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମେର୍ଦ୍ଦା (ଦେଖ) - —୧. Merddā (See)
୨. ଗଞ୍ଜାମ ଆଠଗଡ଼ ଜମିଦାରୀର ପଥୁର ନାମକ ସ୍ଥାନରେ ତିନି ଗୋଟି ବଡ଼ ଖମ୍ୱ ଉପରେ ପ୍ରତିଷ୍ଠିତ ମନ୍ଦିର (ପ୍ରାଚୀନ ଉତ୍କଳ) —୨. A temple which stands on three tall pillars at Pathur in the estate of Athgarh in Ganjam.