Jump to content

ମେରି

ଉଇକିଅଭିଧାନ‌ରୁ

ମେରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେରୀ)

[ସମ୍ପାଦନା]
୧. ଯୀଶୁଖ୍ରୀଷ୍ଟଙ୍କ କୁମାରୀ ମାତା — ୧. Virgin Mary.

ବୈଦେଶିକ - ବିଶେଷ୍ୟ - (ଫାରାସୀ - )

[ସମ୍ପାଦନା]
୨. ମୋର —୨. Mine.

[ଦ୍ରଷ୍ଟବ୍ୟ —ଏହା ଫାରସୀ ବା ଉର୍ଦ୍ଧୁ ଭାଷା; ମୈ. (ମୁ) ଶବ୍ଦର ତୁଚ୍ଛାର୍ଥକ, ୬ଷ୍ଠୀ ବିଭକ୍ତ, ୧ମ ପୁରୁଷ ଏକବଚନ ସ୍ତ୍ରୀଲିଙ୍ଗ ଆକାର; ପୁଂଲିଙ୍ଗ—ମେରା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମେଧି)

[ସମ୍ପାଦନା]
୩. ମେଢ଼ି ଖମ୍ୱ (ଦେଖ) - —୩. Meṟḍ̠ẖi khamba (See)

[ଉ—ଯେମନ୍ତ ବଳୀବର୍ଦଗଣ, ମେରିରେ ହୁଅନ୍ତି ବନ୍ଧନ ଜଗନ୍ନାଥ. ଭାଗବତ]