Jump to content

ମେରିଆ

ଉଇକିଅଭିଧାନ‌ରୁ

ମେରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ମେରି ଖୁମ୍ୱ ମୂଳେ ଯୋଚା ହୋଇଥିବା (ବଳଦ) (a bullock) Yocked just near the central post of a threshing floor at the begginning of the tether.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ମେଧି; ମେରି ଖୁଣ୍ଟରେ ବାନ୍ଧି ମନୁଷ୍ୟକୁ ହାଣୁ ଥିବାରୁ)—ନରବଳି —୧. Human sacrifice.

[ଉ—ମେରିଆ ଶୋଣିତେ ନିରତେ ପୂରିତ ଯାର ଖର୍ପର ରାଧାନାଥ. ଉଷା]

୨. ଭୂମି ଦେବତାଙ୍କୁ ସନ୍ତୁଷ୍ଟ କରି ଫସଲ ପାଇବା ପାଇଁ କନ୍ଧମାନଙ୍କ ପୂର୍ବେ ଦେଉ— ଥିବା ନରବଳି —୨. Human victim formerly offered as sacrifice to the Earth Goddess by the Khonds.

[ଦ୍ରଷ୍ଟବ୍ୟ —ଗଡ଼ଜାତରେ କନ୍ଧମାନେ ଦେଉଥିବା ନରବଳିକୁ ଇଂରାଜମାନେ ବନ୍ଦ କଲେ କନ୍ଧମାନେ ବ୍ରାହ୍ମଣ ଓ କନ୍ଧ ଛଡ଼ା ଅନ୍ୟ ଜାତିର ଲୋକକୁ ଧରି ନେଇ ଅତି ନୃଶଂସଭାବରେ ତାକୁ ଖଣ୍ଡ ଖଣ୍ଡ କରି କାଟି ବଳିରୂପେ ବଧ କରୁଥିଲେ]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

(ସ୍ତ୍ରୀମାନଙ୍କର ପୁରୁଷମାନଙ୍କୁ ଦେବା ଗାଳି ବିଶେଷ)—ମେରିଆ ବା ନରବଳିରୂପେ ହାଣ ଖାଇବା ଉପଯୁକ୍ତ —(a term of abuse used by females to males)-Fit to be killed.