ମେରି ବାପ୍
ଦେଖଣା
ମେରି ବାପ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେରି ବାପ୍
|
(ମେରି ବାପ୍ରେ—ଅନ୍ୟରୂପ)
ବୈଦେଶିକ -(ଫାରାସୀ - ମେରା ବାବାରେ)
[ସମ୍ପାଦନା](ଭୟ, ବିସ୍ମୟାଦିସୂଚକ ଡାକ)—ଆରେ ମେରି ବାପ୍ରେ ! ବାପ୍ରେ ବାପ୍ ! ଆଲୋ ବୋପା ଲୋ ! (an exclamation of surprise or fear) Oh my father !