ମେର୍ଦ୍ଦା
ଦେଖଣା
ମେର୍ଦ୍ଦା
ଉଚ୍ଚାରଣ
[ସମ୍ପାଦନା](ମେରେଦା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା ? ତୁଳ. ସଂସ୍କୃତ - ମୁଦ୍ରାଶି)
[ସମ୍ପାଦନା]- ୧. ମାଟି ଆଦିର ଉଚ୍ଚ ସ୍ତୂପ (ଏହା ଉପରେ ଠିଆ ହୋଇ ଦୂରସ୍ଥ ବସ୍ତୁ ଦେଖାଯାଏ) ୧. A high platform or mound of earth (erected for observation).
- ୨. ନଈବଢ଼ି ମାଡ଼ିବା ଅଞ୍ଚଳରେ ଲୋକଙ୍କର ଝାଡ଼ା ଫେରି ବସିବାପାଇଁ ନିର୍ମିତ କାଠ ବାଉଁଶର ଭାଡ଼ି — ୨. A machan made of wood or bamboo in floded areas for easing therefrom during high floods.
- ୩. ପ୍ରବଳ ନଈବଢ଼ିରେ ଗ୍ରାମ ଡ଼ିହମାନଙ୍କରେ ବଢ଼ିପାଣି ପଶିଗଲେ ଗ୍ରାମବାସୀଙ୍କ ଆଶ୍ରୟ ନେବା ପାଇଁ କରାଯାଇଥିବା ମାଟିର ଉଚ୍ଚ ସ୍ତୂପ —୩. A high mound of earth raised in flood stricken villages.
[ଦ୍ରଷ୍ଟବ୍ୟ —ନଈବଢ଼ିଦ୍ୱାରା ଗ୍ରାମରେ ପାଣି ମାଡ଼ି ଯାଉଥିବା ଅଞ୍ଚଳରେ ସ୍ଥାନେ ସ୍ଥାନେ ଗଭର୍ଣ୍ଣମେଣ୍ଟ ମେର୍ଦ୍ଦା ବାନ୍ଧି ଦେଇଅଛନ୍ତି ବିଶେଷ ବଢ଼ି ହୋଇ ଘର ଦ୍ୱାର ବୁଡ଼ି ଗଲେ ଲୋକେ ଆସି ଏ ମେର୍ଦ୍ଦା ଉପରେ ଆଶ୍ରୟ ନିଅନ୍ତି]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଅଟୁ —Earthen roof.