ମେର୍ହା
ଦେଖଣା
ମେର୍ହା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - ବିଶେଷ୍ୟ - (ସଂସ୍କୃତ - ମେଧି)
[ସମ୍ପାଦନା]- ୧. (ବାମଣ୍ଡା) ଆଖୁ ଗଛକୁ ସିଧା ରଖିବା ପାଇଁ ବ୍ୟବହୃତ ସରୁ ବାଉଁଶ ଖୁଣ୍ଟି — ୧. A long, straight and slender bamboo used as a trellis to make a sugar cane plant grow up straight.
- ୨. (ଗଡ଼ଜାତ, ସମ୍ୱଲପୁର) କାଠର ବା ବାଉଁଶର ଠେଙ୍ଗା —୨. A rod or cudgel of wood or bamboo.
- ୩. ମେଢ଼ା (ଦେଖ) - —୩. Meṟḍ̠ẖā (See)