ମେଲାଣି
ଦେଖଣା
ମେଲାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - 'ମିଳନ, ଶେଷ ମିଳନ' ଅର୍ଥରେ)
[ସମ୍ପାଦନା]- ୧. ବନ୍ଧୁ ଭାବରେ ଦୁଇଜଣଙ୍କର ଶେଷ ମିଳନ ପରେ ବିଦାୟ —୧. A friendly parting; a friendly taking leave.
[ଉ—ସମସ୍ତଙ୍କୁ କର ଯୋଡ଼ି ମାଗୁଛି ମେଲାଣି ରାଧାନାଥ. ମହାଯାତ୍ରା]
- ୨. ବିଦାୟ ଗ୍ରହଣ —୨. Bidding goodbye.
[ଉ— ନିୟତ ମେଲାଣି ଲାଗିଛି ଆହା ଏ ବିଶ୍ୱଦେଶେ ନନ୍ଦକିଶୋର. ନିର୍ଝରିଣୀ]
- ୩. ବଦାୟକାଳୀନ ଉପହାର —୩. A persent given to a departing person; a parting gift.