Jump to content

ମେଲାଣି କରିବା

ଉଇକିଅଭିଧାନ‌ରୁ

ମେଲାଣି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେଲଣ ଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଦାୟ ଦେବା; ଯିବାପାଇଁ ଅନୁମତି ଦେବା —୧. To permit a person to depart.
୨. ପ୍ରସ୍ଥାନକାରୀ ବ୍ୟକ୍ତିକୁ ବିଦାୟ କାଳୀନ ଉପହାର ଦେବା —୨. To give a parting gift or present or remuneration to a departing person for work done beforehand.