Jump to content

ମେଲାଣି ଘେନିବା

ଉଇକିଅଭିଧାନ‌ରୁ

ମେଲାଣି ଘେନିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମେଲାଣି ନେବା, ମେଲାଣି ପାଇବା ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ପ୍ରସ୍ଥାନକାରୀ ବ୍ୟକ୍ତି) ବିଦାୟ ଗ୍ରହଣ କରିବା —୧. To bid adieu to a person before departing (said of the departing person).

(ଉ—ଘେନିଲେ ମେଲାଣି, ବେନି ନିତମ୍ୱିନୀ, ବିନୟ ମଧୁର ଭାଷେ ରାଧାନାଥ—ଉର୍ବଶୀ)

୨. ବିଦୟ କାଳୀନ ଉପହାର ପ୍ରାପ୍ତ ହେବା —୨. To receive parting present.